ଯୁବ ଡାକ୍ତରଙ୍କ ମହାନତା: ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ନିଜ ଗାଡ଼ିରେ ଆଣିଲେ ଡାକ୍ତରଖାନା

କାମାକ୍ଷାନଗର: ଡାକ୍ତରମାନେ ରୋଗୀଙ୍କ ଜୀବନ ଫେରାଇ ଆଣିଥାନ୍ତି ‌ବୋଲି ତାଙ୍କୁ ଲୋକେ ଦ୍ୱିତୀୟ ଭଗବାନ କହିଥାନ୍ତି। ଏଭଳି ଜ୍ୱଳନ୍ତ ଉଦାହରଣ ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି। କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ସିଦ୍ଧାର୍ଥ ବେହୁରା ଆଜ ଦୁର୍ଘଟଣାଗସ୍ତ ରୋଗୀଙ୍କୁ ନିଜ ଗାଡ଼ିରେ ଆଣି ଚିକିତ୍ସା କରିଛନ୍ତି।ସୂଚନା ଅନୁସାରେ ଆଜି କାମାକ୍ଷାନଗରରୁ ଡାକ୍ତର ବେଉରା ନିଜ କାର ଯୋଗେ ଢେଙ୍କାନାଳ ଯାଉଥିବା ସମୟରେ କାମାକ୍ଷାନଗର ଥାନା … Continue reading ଯୁବ ଡାକ୍ତରଙ୍କ ମହାନତା: ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ନିଜ ଗାଡ଼ିରେ ଆଣିଲେ ଡାକ୍ତରଖାନା